କଟକ ଚୌଦ୍ବାର ଅଞ୍ଚଳରେ ପୋଲିସର ଏନ୍‌କାଉଣ୍ଟର, ଏନ୍‌କାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ମୁନା ଦେହୁରୀ ଆହତ, ମୁନାର ବାମ ଗୋଡ଼ରେ ବାଜିଛି ଗୁଳି, SCB ମେଡିକାଲରେ ଭର୍ତ୍ତି, ଆହତ ମୁନା ନିକଟରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ, ଢେଙ୍କାନାଳ DFOଙ୍କ ଡ୍ରାଇଭରଙ୍କୁ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲା ମୁନା

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>