ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବ T-20 ବିଶ୍ବକପ

ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବ T-20 ବିଶ୍ବକପ | ଟି-୨୦ ବିଶ୍ବକପ ୨୦୨୨ ପାଇଁ ୭ଟି ଭେନ୍ୟୁ ଚିହ୍ନଟ, ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି କ୍ରିକେଟ ଅଷ୍ଟ୍ରେଲିଆ | ICC ଓ କ୍ରିକେଟ ଅଷ୍ଟ୍ରେଲିଆ ବିଶ୍ବକପ ପାଇଁ ୭ଟି ପଡ଼ିଆ ଚିହ୍ନଟ କରିଛନ୍ତି

Leave a Reply

Your email address will not be published. Required fields are marked *