- ବରଗଡ଼: ଅତାବିରା ତହସିଲରେ ଚାଷୀ-ପ୍ରଶାସନ ଆଲୋଚନା ବିଫଳ; କର୍ମଚାରୀଙ୍କୁ ବାହାରକୁ ବାହାର କରି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ, ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ଚାଷୀଙ୍କ ଶୋଭାଯାତ୍ରା
- ଖୋର୍ଦ୍ଧା ଚଣ୍ଡୀଚୁଆ ଛକରୁ ୧୬୫ ଗ୍ରାମ ବ୍ରାଉନସୁଗାର ଜବତ; କଟକ ଅବକାରୀ ଗୁଇନ୍ଦା ବିଭାଗ ଦ୍ବାରା ଆନନ୍ଦ ପଶ୍ଚିମକବାଟ ଗିରଫ