ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ କୁକୁର ଛୁଆଙ୍କ ମୃତ୍ୟୁକୁ ନେଇ ମାମଲା | ଗାଡ଼ି ଧକ୍କାରେ ୪ କୁକୁର ଛୁଆଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ | ପିପୁଲ ଫର୍‌ ଆନିମଲ ସଂଗଠନର ଏତଲା ଭିତ୍ତିରେ ମାମଲା ରୁଜୁ | ଅଭିଯୁକ୍ତ କ୍ୟାବ୍‌ ଡ୍ରାଇଭର କାହ୍ନୁଚରଣ ଗିରି ଗିରଫ

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>