ଅସମୟରେ ରଥଯାତ୍ରା କରାଯିବା ପ୍ରସଙ୍ଗ ନେଇ ଜଗନ୍ନାଥ ସେନା ପକ୍ଷରୁ ଗାଜିଆବାଦର ଶ୍ରୀମଦ ନାରଦୀୟ ଭାଗବତ ନିକୁଞ୍ଜ ଟ୍ରଷ୍ଟ ବିରୋଧରେ ପୁରୀ ସିଂହଦ୍ବାର ଥାନାରେ ଏତଲା | ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ମଧ୍ୟ ଦିଆଗଲା ଦାବିପତ୍ର, ଡିସେମ୍ବର ୨୯ରେ ରଥଯାତ୍ରା ନେଇ ଟ୍ରଷ୍ଟ ପକ୍ଷରୁ ବିଜ୍ଞାପନ ଦିଆଯାଇଥିଲା | ଟ୍ରଷ୍ଟ ମୁଖ୍ୟଙ୍କୁ ଗିରଫ ପାଇଁ ଦାବି କଲା ଜଗନ୍ନାଥ ସେନା

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>