ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ

ଆଉଟସୋର୍ସିଂରେ ୪ଟି ବିଭାଗରେ କାର୍ଯ୍ୟରତ ଏହି ଡାଟାଏଣ୍ଟ୍ରି ଅପରେଟର, ଲୋକଙ୍କ ଫଣ୍ଡ ଅଡ଼ିଟ, ସବ୍‌ରେଜିଷ୍ଟ୍ରିରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର, ଲୋକସେବା ଭବନ ଏବଂ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର, ୩ ମାସ ମଧ୍ୟରେ ନିୟମିତ କରିବା ସହ ସମସ୍ତ ସୁବିଧା ଯୋଗାଇବାକୁ କୋର୍ଟଙ୍କ ନିର୍ଦେଶ, ମାପଦଣ୍ଡ ଆଧାରରେ ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ନିର୍ଦେଶ, ଉପକୃତ ହେବେ ୪ଟି ବିଭାଗରେ କାର୍ଯ୍ୟରତ ୧୫୦୦ରୁ ଅଧିକ ଡାଟାଏଣ୍ଟ୍ରି ଅପରେଟର

Leave a Reply

Your email address will not be published. Required fields are marked *