ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଆଉ ୧୭ ପଜିଟିଭ । ଆଜିର ସଂକ୍ରମିତଙ୍କ ସଂଖ୍ୟା ମିଶାଇ ପଜିଟିଭ ସଂଖ୍ୟା ୫୧ରେ ପହଞ୍ଚିଛି । ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି

Leave a Reply

Your email address will not be published. Required fields are marked *