ଏକାକାଳୀନ ରାଜସ୍ବ ବିଭାଗର ଅଧିକାରୀଙ୍କୁ ପଦୋନ୍ନତି ନିମନ୍ତେ ମୁ୍ଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଭୁବନେସ୍ବର : ୫ଟି ଆଧାରରେ ଲୋକଙ୍କୁ ତ୍ବରିତ ସେବା ଯୋଗାଇଦେବା ପାଇଁ ରାଜସ୍ବ ବିଭାଗର ୨୫୦ ଜଣ ଅଧିକାରୀଙ୍କୁ ପଦୋନ୍ନତି ଦେଇ ପ୍ରଶାସନିକ ସେବା ବର୍ଗରେ ସାମିଲ କରିଛନ୍ତି ରାଜ୍ୟସରକାର। ଏକାସାଙ୍ଗରେ ଏତେ ଜଣଙ୍କୁ ପଦୋନ୍ନତି ମିଳିବା ଏକ ସର୍ବକାଳିନ ରେକର୍ଡ ବୋଲି ଜଣାପଡିଛି। ଏଥିପାଇଁ ରାଜସ୍ବ ସେବା ସଂଘର ସଭାପତି ପୁରନ୍ଦର ନନ୍ଦ ମୁ୍ଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ଆଗାମୀ ଦିନରେ ଏହି ପଦୋନ୍ନତି ପାଇଥିବା ଅଧିକାରୀମାନେ ସରାକାରଙ୍କର ବିଭିନ୍ନ ଜନ ହିତକାର ଯୋଜନାକୁ ଲୋକଙ୍କ ନିକଟରେ ସୂଚାର ରପରେ ପହଞ୍ଚାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ସଭାପତି ପୁରନ୍ଦର ନନ୍ଦ। ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜସ୍ବ ସେବା  ସଂଘର ସଭାପତି ପୁରନ୍ଦର ନନ୍ଦ ସରକାରଙ୍କୁ ପ୍ରଶଂସା କରି ଏହି ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>