ଜଗନ୍ନାଥଙ୍କ ଟଙ୍କା ଜମା ରଖିବାକୁ ସାନି ଟେଣ୍ଡର କଲା ଶ୍ରୀମନ୍ଦିର ପ୍ରଶାସନ

ଜଗନ୍ନାଥଙ୍କ ଟଙ୍କା ଜମା ରଖିବାକୁ ସାନି ଟେଣ୍ଡର କଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ସୂଚନା-ମାର୍ଚ ୨୩ରେ ହୋଇଛି ଟେଣ୍ଡର ନୋଟିସ୍‌, ୨୬ରେ ଖୋଲାଯିବ । ଅଧିକ ସୁଧ ପାଇଁ ୩ ବର୍ଷିଆ ବଦଳରେ ରଖାଯିବ ବର୍ଷିକିଆ ସ୍ଥାୟୀ ଜମା

କର୍ପସ ପାଣ୍ଠି ଓ ଶ୍ରୀମନ୍ଦିର ପାଣ୍ଠି ପାଇଁ ହୋଇଥିବା ପୁରୁଣା ଟେଣ୍ଡର ବାତିଲ ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ସୂଚନା

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>