ଦିଲ୍ଲୀରେ ଆଉ ଜଣେ କୋରୋନା ରୋଗୀଙ୍କ ମୃତ୍ୟୁ: ଦେଶରେ କୋରୋନା ରୋଗୀଙ୍କ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି । ଦେଶରେ କୋରୋନା ପଜିଟିଭ୍‌ ସଂଖ୍ୟା ୫୧୯କୁ ବୃଦ୍ଧି । ୫୧୯ ଜଣଙ୍କ ମଧ୍ୟରୁ ୪୭୬ ଭାରତୀୟ ଓ ୪୩ ଜଣ ବିଦେଶୀ । ୪୬୯ ଜଣ ରୋଗୀ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>