B.Ed ପରୀକ୍ଷା ଦେବାକୁ ଆନ୍ଧ୍ର ଯାଇଥିଲେ ଓଡ଼ିଶାରୁ ୪୨ ଛାତ୍ରଛାତ୍ରୀ; କୋରୋନା କଟକଣା ଯୋଗୁଁ ଆନ୍ଧ୍ରରେ ଫସି ରହିଥିଲେ ଛାତ୍ରଛାତ୍ରୀ, ‘ଓଡ଼ିଶା ମୋ ପରିବାର’ ଟିମ୍ ସହାୟତାରେ ଘରକୁ ଫେରୁଛନ୍ତି ଆନ୍ଧ୍ରରେ ଅଟକି ରହିଥିବା ଓଡ଼ିଆ B.Ed ଛାତ୍ରଛାତ୍ରୀ, ୨ଟି ବସ୍‌ରେ ଆନ୍ଧ୍ର ସରକାରଙ୍କ ସହଯୋଗରେ ଓଡ଼ିଶା ଫେରୁଛନ୍ତି

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>