ଏପ୍ରିଲ ୧୪ ଯାଏ ଦେଶର ସବୁ ଯାତ୍ରୀବାହୀ ଟ୍ରେନ୍‌ ବାତିଲ । ପୂର୍ବରୁ ମାର୍ଚ ୩୧ ଯାଏ ଟ୍ରେନ୍‌କୁ ବାତିଲ କରାଯାଇଥିଲା । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ବୋର୍ଡର ନିଷ୍ପତ୍ତି । ସବୁ ଏକ୍ସପ୍ରେସ, ମେଲ୍‌, ପ୍ରିମିଅମ, ଇଣ୍ଟରସିଟି ଓ ପାସେଞ୍ଜର ଟ୍ରେନ୍‌ ବାତିଲ

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>