ଭାରତ-ନ୍ୟୁଜିଲାଣ୍ଡ ମୁମ୍ବାଇ ଟେଷ୍ଟ : ୩୨୫ରେ ଭାରତ ଅଲ୍‌ଆଉଟ୍, ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ ନେଲେ ସମସ୍ତ ୧୦ଟି ୱିକେଟ୍‌

୩୨୫ରେ ଭାରତ ଅଲ୍‌ଆଉଟ୍, ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ ନେଲେ ସମସ୍ତ ୧୦ଟି ୱିକେଟ୍‌ | ଟେଷ୍ଟରେ ଗୋଟିଏ ଇନିଂସରେ ୧୦ଟି ୱିକେଟ ନେବାରେ ବିଶ୍ବର ତୃତୀୟ ବୋଲର ଏଜାଜ୍‌, ପୂର୍ବରୁ ଇଂଲଣ୍ଡର ଜିମ୍ ଲେକର ଏବଂ ଭାରତର ଅନୀଲ କୁମ୍ବଲେ ଗୋଟିଏ ପାଳିରେ ୧୦ ୱିକେଟ୍ ନେଇଥିଲେ ।

Leave a Reply

Your email address will not be published. Required fields are marked *