ଦେଶରେ ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ । ଟିକା ନେବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଭିତରୁ ୫୦ ପ୍ରତିଶତ ସଂପୂର୍ଣ୍ଣ ଟିକାକରଣ ହୋଇସାରିଛନ୍ତି । ଅର୍ଥାତ୍ ୫୦ ପ୍ରତିଶତ ଲୋକ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି । ଏଥିପାଇଁ ଟୁଇଟ୍ କରି ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |

Leave a Reply

Your email address will not be published. Required fields are marked *