ୟୁପିର ବାରାଣସୀରେ ସର୍ବଭାରତୀୟ ମେୟର ସମ୍ମିଳନୀ ଉଦ୍‌ଘାଟିତ | ଯୋଗଦେଲେ ଦେଶର ବିଭିନ୍ନ ରାଜ୍ୟର ମେୟର, ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍‌ବୋଧନ | ୱାର୍ଡ ସ୍ତରରେ ସୌନ୍ଦର୍ଯ୍ୟ ପ୍ରତିଯୋଗିତା କରିବାକୁ ମେୟରମାନଙ୍କୁ ପରାମର୍ଶ ସହରାଞ୍ଚଳରେ ନଦୀ ସୁରକ୍ଷା ଓ ସ୍ବଚ୍ଛତାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ |

Leave a Reply

Your email address will not be published. Required fields are marked *