UG ପାଠ୍ୟକ୍ରମରେ ଯୋଡ଼ି ହେଲା ନୂଆ କୋର୍ସ୍ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ । ଯୁକ୍ତ ୩ରେ ସବୁ ଷ୍ଟ୍ରିମରେ ଏକ ବାଧ୍ୟତାମୂଳକ ବିଷୟ ଭାବେ ଯୋଡ଼ି ହେଲା | ସମସ୍ତ ୬ଟି ସେମିଷ୍ଟାରରେ ୨୫ ମାର୍କ ଲେଖାଏଁ ପରୀକ୍ଷା ହେବ | ଚଳିତ ଶିକ୍ଷାବର୍ଷରୁ UG ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ

Leave a Reply

Your email address will not be published. Required fields are marked *