ପଞ୍ଜାବ କପୁରଥଲାର ନିଜାମପୁରରେ ଆଉ ଜଣେ ଯୁବକକୁ ପିଟିପିଟି ହତ୍ୟା । ଏକ ଧାର୍ମିକ ପୀଠକୁ ଅପବିତ୍ର କରିବା ଅଭିଯୋଗରେ ଯୁବକକୁ ହତ୍ୟା। ଗ୍ୟାସ୍‌ ସିଲିଣ୍ଡର ଚୋରି ପାଇଁ ଯୁବକ ପଶିଥିବା ପୋଲିସର ସୂଚନା । ଗତକାଲି ସ୍ବର୍ଣ୍ଣମନ୍ଦିରରେ ବି ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା |

Leave a Reply

Your email address will not be published. Required fields are marked *