ଭିଜିଲାନ୍ସ ଜାଲରେ ବ୍ରହ୍ମପୁର R&B ଡିଭିଜନର କନିଷ୍ଠ କିରାଣି ଏଲ.ରାମ ରାଜୁ ଦାସ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସର ୩ଟି ସ୍ବତନ୍ତ୍ର ଟିମ୍ । ଚଢ଼ାଉରେ ୨ DSP, ୫ ଇନ୍‌ସପେକ୍ଟରଙ୍କ ସହ ବହୁ ଅଧିକାରୀ ସାମିଲ |

Leave a Reply

Your email address will not be published. Required fields are marked *