ଯାଜପୁର: ୧୩ଲକ୍ଷ ୧୭ହଜାର ୫୦୦ ଟଙ୍କାର ଜାଲ୍‌ ନୋଟ୍‌ ଜବତ, ଜଣଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ | ଟାଉନ୍‌ ଥାନା ସନ୍ଥମହାଦେବ ଗାଁରେ ଏକ ଭଡ଼ା ଘରୁ ଜାଲ୍‌ ନୋଟ୍‌ ଜବତ, ଗିରଫ ଅଭିଯୁକ୍ତ ଚନ୍ଦ୍ରମଣି ବଳ, ତାଙ୍କଠାରୁ ପ୍ରିଣ୍ଟିଂ ମେସିନ ଜବତ କଲା ପୋଲିସ |

Leave a Reply

Your email address will not be published. Required fields are marked *