ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦କୁ ବୃଦ୍ଧି

୨୩ଟି ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୫୧୦ ସଂକ୍ରମିତ | ଦିଲ୍ଲୀ-୩୫୧, କେରଳ-୧୫୬, ଗୁଜରାଟ-୧୩୬, ତାମିଲନାଡୁ-୧୨୧ , ରାଜସ୍ଥାନ-୧୨୦, ତେଲଙ୍ଗାନା-୬୭, କର୍ଣ୍ଣାଟକ-୬୪, ହରିୟାଣା-୬୩ , ଓଡ଼ିଶା-୩୭, ପଶ୍ଚିମବଙ୍ଗ-୨୦, ଆନ୍ଧ୍ର ପ୍ରଦେଶ-୧୭, ମଧ୍ୟ ପ୍ରଦେଶ-୯ ସଂକ୍ରମିତ |

Leave a Reply

Your email address will not be published. Required fields are marked *