ରାଜ୍ୟରେ ଦିନକରେ ଆଉ ୧୮୯୭ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୯ ହଜାର ୭୭୩କୁ ବୃଦ୍ଧି, ସୁସ୍ଥ ହେଲେଣି ୧୦ ଲକ୍ଷ ୪୫ ହଜାର ୫୧୪ ଜଣ ରୋଗୀ, ୫ ହଜାର ୭୩୯ ଜଣ ଏବେ ବି ଚିକିତ୍ସାଧୀନ | ସଂଗରୋଧରୁ ୧୧୦୬ ଓ ସ୍ଥାନୀୟ ଅଞ୍ଚଳରୁ ୭୯୧ ରୋଗୀ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୫୮ ଜଣ । ଖୋର୍ଦ୍ଧାରେ ସର୍ବାଧିକ ୬୬୯, ସୁନ୍ଦରଗଡ଼ ୨୬୨, କଟକରେ ୧୪୮ ପଜିଟିଭ୍‌ । ସମ୍ବଲପୁର ୧୨୫, ବାଲେଶ୍ବର ୧୦୦, ଝାରସୁଗୁଡ଼ା ୬୬, ପୁରୀ ୫୪ , ମୟୂରଭଞ୍ଜ ୪୦, ଗଞ୍ଜାମ ୩୪, କେନ୍ଦୁଝର ୩୧, ଯାଜପୁର ଜିଲ୍ଲାରେ ୩୦ ପଜିଟିଭ୍‌ |

Leave a Reply

Your email address will not be published. Required fields are marked *