ଆଜି ଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏ ଜାରି ରହିବ କର୍ଫ୍ୟୁ କଟକଣା |

ରାଜ୍ୟର ସବୁ ସହରାଞ୍ଚଳରେ ଦୋକାନ ବଜାର, ସପିଙ୍ଗ୍‌ ମଲରେ ଭିଡ଼ ନିୟନ୍ତ୍ରଣ କରିବାକୁ ନିର୍ଦେଶ | ନିୟମ ଉଲ୍ଲଙ୍ଘନ କଲେ ୭ ଦିନ ବନ୍ଦ ହେବ ମଲ୍‌, ରାସ୍ତାକଡ଼ ଦୋକାନରେ, ସର୍ବାଧିକ ୫ ଗ୍ରାହକ ରହିବେ |

Leave a Reply

Your email address will not be published. Required fields are marked *