MITS ଇଞ୍ଜିନିୟରିଂ କଲେଜରେ ୪୯ ଜଣ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ

ରାୟଗଡ଼ା : ଗତ ୬ତାରିଖ ଦିନ ୫ଜଣ ଚିହ୍ନଟ ହୋଇଥିଲେ | ମୋଟ ୫୪ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି | କଲେଜର ୨ଟି ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା |

Leave a Reply

Your email address will not be published. Required fields are marked *