ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଭୟଙ୍କର ରୂପ ନେବ ଓମିକ୍ରନ :

ଭୁବନେଶ୍ୱର : ଦେଶରେ ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଓମିକ୍ରନ ଭୟଙ୍କର ରୂପ ନେବ । ରାଜ୍ୟରେ ମଧ୍ୟ ୨ ସପ୍ତାହ ମଧ୍ୟରେ ପରିସ୍ଥିତି ଚିନ୍ତା ଜନକ ହେବ ବୋଲି ଭୁବନେଶ୍ୱର ଏମସ୍‌ର ପୂର୍ବତନ ନିର୍ଦେଶକ ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ପଜେଟିଭ୍‌ଙ୍କ ସଂଖ୍ୟା ୩୦ ହଜାର ପାଖା ପାଖି ଛୁଇଁପାରେ ବୋଲି ସେ କହିଛନ୍ତି । କୋଭିଡ୍‌ ଟିକାର ସମୟ ସୀମା ୪ରୁ ୬ ମାସ ହୋଇଥିବାରୁ ସମସ୍ତେ ବୁଷ୍ଟର ଡୋଜ୍‌ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *