ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ସହରରେ ହାତୀ ଉପଦ୍ରବ

ଖୋର୍ଦ୍ଧା ସହର ଭିତରେ ହାତୀ ଉପଦ୍ରବ, ଭାଙ୍ଗିଲେ ଇଭିଏମ ଷ୍ଟୋର ପାଚେରୀ । ଗତକାଲି ବିଳମ୍ବିତ ରାତିରେ ସହର ଭିତରେ ପଶି ହାତୀଙ୍କ ଉତ୍ପାତ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଇଭିଏମ ଷ୍ଟୋର ପାଚେରୀ ଭାଙ୍ଗିଲେ । ହାତୀପଲର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ

Leave a Reply

Your email address will not be published. Required fields are marked *