ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ନିର୍ବାଚନ କର୍ମଚାରୀଙ୍କ କ୍ଷତିପୂରଣ ସହାୟତା | ନିର୍ବାଚନ ବେଳେ ହିଂସାରେ ବା କୋଭିଡରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ | ନିର୍ବାଚନ ବେଳେ ଅନ୍ୟ କାରଣରୁ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କା | ଡ୍ୟୁଟିରେ ଥାଇ ସ୍ଥାୟୀ ଭାବେ ଅକର୍ମଣ୍ୟ ହେଲେ କର୍ମଚାରୀ ପାଇବେ ୭.୫ ଲକ୍ଷ

Leave a Reply

Your email address will not be published. Required fields are marked *