ପୁରୀ ଟାଉନ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଫେରାର ଅଭିଯୁକ୍ତ ମହେଶ ମହାନ୍ତିକୁ ୩ ଦିନ ପରେ ଗିରଫ କଲା ପୁରୀ ପୋଲିସ | ଅଭିଯୁକ୍ତକୁ ଧରିବାକୁ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲା ପୋଲିସ | ମହେଶର ଗିରଫଦାରୀ ନେଇ ପୁରୀ SP ବିଶାଳ ସିଂହଙ୍କ ସୂଚନା

Leave a Reply

Your email address will not be published. Required fields are marked *