୧୨୬ ସରପଞ୍ଚ ଓ ଗୋଟିଏ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ

୧୨୬ ସରପଞ୍ଚ ଓ ଗୋଟିଏ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ | ଆସିଲା ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା | ରାଜ୍ୟରେ ଗୋଟିଏ ଜିଲ୍ଲା ପରିଷଦ ଆସନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଜଣେ ପ୍ରାର୍ଥୀ | ୧୨୬ ସରପଞ୍ଚ, ୩୨୬ ସମିତି ସଭ୍ୟ, ୩୬ ହଜାର ୫୨୩ ୱାର୍ଡ ମେମ୍ବର ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

Leave a Reply

Your email address will not be published. Required fields are marked *