ଫେବୃଆରି ୧୨ରୁ ଖୋଲିବ ଭୁବନେଶ୍ବରର ସମସ୍ତ ଧାର୍ମିକ ଅନୁଷ୍ଠାନ।କୋଭିଡ କଟକଣା ମାନି ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ବିଏମସିର ନୋଟିସ।୧୫ ବର୍ଷରୁ କମ ବୟସର ପିଲାଙ୍କୁ ମନ୍ଦିରକୁ ପ୍ରବେଶ ଓ ଭୋଗ ନେବା ମନା, ଆଡକାଠ ନିକଟରୁ ଦର୍ଶନ ଅନୁମତି | କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ବିଏମସି କମିଶନରଙ୍କ ନୋଟିସ ଜାରି |

Leave a Reply

Your email address will not be published. Required fields are marked *