ଢେଙ୍କାନାଳ ମନ୍ଦାର ନିକଟ ଚୈତନ୍ୟ ଗୋସାଇଁ ମଠ ପରିସରରେ ପଥରରେ ଛେଚି ଯୁବକଙ୍କୁ ବିଭତ୍ସ ହତ୍ୟା । ମୃତକ ହେଲେ ଭୁବନ ବାଜି ଛକର ଉଦ୍ଧବ ପାତ୍ର । ଉଦ୍ଧବଙ୍କ ବାଇକ୍‌ ଓ ରକ୍ତଲଗା ପଥର ଜବତ, ମଠ ମହନ୍ତ ବାବା ଦଶରଥଙ୍କୁ ଅଟକ ରଖି ଗଂଦିଆଁ ପୋଲିସର ତଦନ୍ତ ଆରମ୍ଭ |

Leave a Reply

Your email address will not be published. Required fields are marked *