ପୁଣି ବଦଳିଲା ରାଷ୍ଟ୍ରପତିଙ୍କ ରହଣୀସ୍ଥଳ | ରାଜଭବନ ପରିବର୍ତ୍ତେ ଘରୋଇ ହୋଟେଲରେ ରହିବେ ରାଷ୍ଟ୍ରପତି । ସାଙ୍ଗରେ ଅଧିକ ଅତିଥି ଆସୁଥିବାରୁ ବଦଳିଲା ରହଣିସ୍ଥଳ । ଆସନ୍ତା ୧୯ରେ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

Leave a Reply

Your email address will not be published. Required fields are marked *