ବଣ୍ଡାଘାଟିରେ ମହିଳା ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ପିଙ୍କ ବୁଥ୍ ଓ ସେଲଫି ଜୋନ୍

ଖଇରପୁଟ ବ୍ଲକର ଅଣ୍ଡରାହାଲ ଓ ମୁଦୁଲିପଡାରେ ଚାଲିଛି ମତଦାନ । ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି ବଣ୍ଡାଘାଟିର ଲୋକେ । ମହିଳା ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ଖୋଲାଯାଇଛି ପିଙ୍କ ବୁଥ୍ ଓ ସେଲଫି ଜୋନ୍ ।

Leave a Reply

Your email address will not be published. Required fields are marked *