ରାଜ୍ୟର ୪୫ଟି ବୁଥ୍‌ରେ ଚାଲିଛି ସାନି ମତଦାନ । କଡ଼ା ସୁରକ୍ଷା ବ୍ୟବସ୍ଥାରେ ଭୋଟରଙ୍କ ଭୋଟ ଗ୍ରହଣ ଜାରି । ଗଣତି କେନ୍ଦ୍ରକୁ ପାଣି ବୋତଲ, ମୋବାଇଲ୍‌, ସ୍ପାଏପେନ୍ ମନା । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନବେଳେ ବାଧାପ୍ରାପ୍ତ ହୋଇଥିଲା ମତଦାନ ।

Leave a Reply

Your email address will not be published. Required fields are marked *