ରାଜ୍ୟରେ ଦିନକରେ ଆଉ ୮୦ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଂଗରୋଧରୁ ୪୫ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୫ କୋରୋନା ରୋଗୀ ଚିହ୍ନଟ | ୮୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୨ ଜଣ, ସଂକ୍ରମିତଙ୍କ ସଂଖ୍ୟା ୧୨,୮୬,୮୫୨କୁ ବୃଦ୍ଧି | ଏଯାଏ ସୁସ୍ଥ ହେଲେଣି ୧୨,୭୬,୯୩୪ ରୋଗୀ, ୭୫୦ ଜଣ ଚିକିତ୍ସାଧୀନ |

Leave a Reply

Your email address will not be published. Required fields are marked *