ଜାପାନରେ ବଡ଼ ଧରଣର ଭୂମିକମ୍ପ | ଗତକାଲି ରାତିରେ ଟୋକିଓରୁ ୨୯୭ କିମି ଦୂରରେ ୭.୧ ତୀବ୍ରତାର ଭୂମିକମ୍ପ | ଦୋହଲିଲା ମେଟ୍ରୋ ଟ୍ରେନ୍, ଉତ୍ତର ଜାପାନରେ ୪ ମୃତ, ୯୦ରୁ ଅଧିକ ଆହତ | ଭୂମିକମ୍ପ ଯୋଗୁଁ ୨୦ ଲକ୍ଷ ଘରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ, ଫୁକୁଶିମା ଓ ମିୟେଗି ପାଇଁ ସୁନାମୀ ସତର୍କତା ଜାରି |

Leave a Reply

Your email address will not be published. Required fields are marked *