ଦମୟନ୍ତୀ ମାଝୀ ହେଲେ କଟକ ମହାନଗର ନିଗମର ଡେପୁଟି ମେୟର । ୪୯ ନମ୍ବର ୱାର୍ଡର ଆଦିବାସୀ ଯୁବତୀ ଦମୟନ୍ତୀ । ଦମୟନ୍ତୀଙ୍କୁ ନିଜର ଡେପୁଟି ମେୟର ପ୍ରାର୍ଥୀ କରିଥିଲା BJD । ବିଜେଡି ର ସଂଖ୍ୟା ଗରିଷ୍ଠତା ଥିବାରୁ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ଦମୟନ୍ତୀ | CMCର ସର୍ଵ କନିଷ୍ଠ କର୍ପୋରେଟର ଦମୟନ୍ତୀ |

Leave a Reply

Your email address will not be published. Required fields are marked *