ବାରିପଦା ସଦର ଥାନା ଅଧୀନ ମଞ୍ଚାବନ୍ଧାରେ ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଲା କାର୍ ; କାର୍ ଚାଳକଙ୍କ ମୃତ୍ୟୁ | ୩୦ ମିନିଟ୍‌ ଧରି ଗାଡ଼ି ମଧ୍ୟରେ ଫସି ରହିଲେ ଡାକ୍ତର | ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅଞ୍ଜନ ଷଡ଼ଙ୍ଗୀଙ୍କ ମୃତ୍ୟୁ |

Leave a Reply

Your email address will not be published. Required fields are marked *