ମେ ୫ ତାରିଖରେ ବସିବ ପ୍ରଥମ ରଥଯାତ୍ରା ସମନ୍ବୟ କମିଟି ବୈଠକ । ପୁରୀ ପୌର ସଦନରେ ବସିବ ବୈଠକ । ଶୃଙ୍ଖଳିତ ରଥଯାତ୍ରା ନେଇ ହେବ ଆଲୋଚନା | କୋରୋନା ପାଇଁ ୨ବର୍ଷ ଧରି ବିନା ଭକ୍ତରେ ହୋଇଛି ରଥଯାତ୍ରା । କୋଭିଡ ସ୍ଥିତିକୁ ଦେଖି ଭକ୍ତଙ୍କ ଉପସ୍ଥିତି ନେଇ ହେବ ନିଷ୍ପତ୍ତି: ପୁରୀ ଜିଲ୍ଲାପାଳ |

Leave a Reply

Your email address will not be published. Required fields are marked *