ଭୁବନେଶ୍ୱର ରିଂ ରୋଡକୁ ସରକାରୀ ଅନୁମୋଦନ

ଭୁବନେଶ୍ୱର ରିଂରୋଡ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଅନୁମୋନଦ ମିଳିଛି। ୪୭ଟି ଗ୍ରାମ ମଧ୍ୟ ଦେଇ ଏହି ରିଂରୋଡ ନିର୍ମାଣ କରାଯିବ। ଏହାର ଚଉଡା ୬୦ ମିଟର ରଖାଯାଇଛି। ଖୁବ୍‌ଶୀଘ୍ର ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଆସିଷ୍ଟାଣ୍ଟ ଟାଉନ୍‌ ପ୍ଲାନର ସମ୍ବିତ ମଲିକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>