ବରଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର | ଆଜି ହୀରାକୁଦ ସ୍ଥିତ ଗଙ୍ଗାଧର ମେହେର ବୃହତ୍ ଜଳ ସେଚନ ପ୍ରକଲ୍ପ ଓ ବୁର୍ଲା ସିକିରଡି ନିକଟରେ ଥିବା ମହାନଦୀରେ ବୃହତ୍ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରିବେ ସମୀକ୍ଷା | ଅମ୍ବାଭୋନା ବ୍ଲକ କୁରୁମକେଲ ବିସ୍ଥାପିତମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ |

Leave a Reply

Your email address will not be published. Required fields are marked *