ହାଇକୋର୍ଟର ୨ଟି ସ୍ଥାୟୀ ବେଞ୍ଚ୍ ପ୍ରସ୍ତାବକୁ ବାର୍ ଆସୋସିଏସନର ବିରୋଧ, କେନ୍ଦ୍ର ଆଇନ ମନ୍ତ୍ରୀ ଏନେଇ ଦେଇଥିବା ମନ୍ତବ୍ୟ ପରିପ୍ରେକ୍ଷୀରେ ବିରୋଧ

ହାଇକୋର୍ଟର ୨ଟି ସ୍ଥାୟୀ ବେଞ୍ଚ୍ ପ୍ରସ୍ତାବକୁ ବାର୍ ଆସୋସିଏସନର ବିରୋଧ, କେନ୍ଦ୍ର ଆଇନ ମନ୍ତ୍ରୀ ଏନେଇ ଦେଇଥିବା ମନ୍ତବ୍ୟ ପରିପ୍ରେକ୍ଷୀରେ ବିରୋଧ, ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ମନ୍ତ୍ରୀଙ୍କ ଏ ସମ୍ପର୍କିତ ମନ୍ତବ୍ୟକୁ ବିରୋଧ । ବାର୍‌ର ସାଧାରଣ ପରିଷଦ ବୈଠକରେ ଏନେଇ ପ୍ରସ୍ତାବ ଗୃହିତ, ଏକ ଆକ୍ସନ କମିଟି ଗଠନ କରି ମୁଖ୍ୟ ବିଚାରପତିଙ୍କୁ ଭେଟିବାକୁ ନିଷ୍ପତ୍ତି, ମୁଖ୍ୟ ବିଚାରପତିଙ୍କୁ ଆକ୍ସନ କମିଟି ଭେଟି ଅନୁମତି ନ ଦେବାକୁ ପ୍ରସ୍ତାବ ଦେବ

Leave a Reply

Your email address will not be published. Required fields are marked *