ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ମାମଲାରେ EDରେ ହାଜର ହେଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ | ଅର୍ଥତତ୍ବ ସଂସ୍ଥାରୁ ଆସିଥିବା ବେଆଇନ ଆର୍ଥିକ କାରାବରକୁ ନେଇ ଜେରା କରୁଛି ଇଡି । ଜେରା ପାଇଁ ପୂର୍ବରୁ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ନୋଟିସ କରିଥିଲା ଇଡି |

ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ମାମଲାରେ EDରେ ହାଜର ହେଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ | ଅର୍ଥତତ୍ବ ସଂସ୍ଥାରୁ ଆସିଥିବା ବେଆଇନ ଆର୍ଥିକ କାରାବରକୁ ନେଇ ଜେରା କରୁଛି ଇଡି । ଜେରା ପାଇଁ ପୂର୍ବରୁ ବାଙ୍କିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ନୋଟିସ କରିଥିଲା ଇଡି |

Leave a Reply

Your email address will not be published. Required fields are marked *