କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବନବିହାରୀପୁର ଗ୍ରାମ ମୁଣ୍ଡା ସାହିରେ ଘରୋଇ ଝଗଡାରୁ ମା’କୁ ପିଟିପିଟି ହତ୍ୟା କଲା ପୁଅ । ଗତକାଲି ରାତି ୯ଟା ବେଳେ ଘଟିଛି ଘଟଣା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଗିରଫ କରିବା ସହିତ ଶବ ଜବତ କରିଛି ।

Leave a Reply

Your email address will not be published. Required fields are marked *