ଆସିକା: ଘର ପଛପଟ ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର | ଧରାକୋଟ ବଡ଼ଦାଣ୍ଡ ସାହିର ଜଣଙ୍କ ଘର ବାଡ଼ି ପଛପଟୁ ଉଦ୍ଧାର | ଉଦ୍ଧାର ପରେ ନବଜାତ ଶିଶୁପୁତ୍ର ଧରାକୋଟ ହସ୍ପିଟାଲରେ ଭର୍ତ୍ତି | ନବଜାତକୁ ସେଠାରେ କିଏ ଛାଡ଼ିଲା ଜଣାପଡ଼ିନି |

Leave a Reply

Your email address will not be published. Required fields are marked *