ରାୟଗଡ଼ା: ନାଗାବଳୀରେ ଫସିଲେ ୨ ପର୍ଯ୍ୟଟକ । ରାୟଗଡ଼ା ସହର ଝୁଲାପୋଲ ନିକଟରେ ହଠାତ୍‌ ବନ୍ୟା ଜଳ ବୃଦ୍ଧି । ଉଭୟ ପର୍ଯ୍ୟଟକ କାଶୀପୁର ଅଞ୍ଚଳର ହୋଇଥିବା ସୂଚନା । ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ।

Leave a Reply

Your email address will not be published. Required fields are marked *