ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୧୨୨ କରୋନା ସଂକ୍ରମିତ ଚିହ୍ନଟ | କ୍ୱାରେଣ୍ଟାଇନ୍‌ରୁ ୬୫୮, ଲୋକାଲ କେସ୍ ୪୬୪ ଚିହ୍ନଟ | ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୬୪ ଜଣ ଆକ୍ରାନ୍ତ | ଖୋର୍ଦ୍ଧାରୁ ସର୍ବାଧିକ ୩୦୭, ସୁନ୍ଦରଗଡ଼ରୁ ୧୯୭, କଟକରୁ ୧୩୨ ଚିହ୍ନଟ | ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧ ହଜାର ୯୯୫କୁ ବୃଦ୍ଧି |

Leave a Reply

Your email address will not be published. Required fields are marked *