ଜମ୍ମୁ-କାଶ୍ମୀରରେ ବଡ଼ ଅଘଟଣ । ବ୍ରେକ୍ ଫେଲ୍ ହୋଇ ନଦୀ ଘାଇକୁ ଖସିଲା ୩୯ ଜଣ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ୍‌, ୬ ଯବାନ ସହିଦ । ଅମରନାଥ ଯାତ୍ରା ଡ୍ୟୁଟିରେ ଥିବା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବେଳେ ଘାଟିକୁ ଖସିଛି ବସ୍ । ଚନ୍ଦନୱାଡିରୁ ପହଲଗାମକୁ ଯାଉଥିବା ବେଳେ ଦୁର୍ଘଟଣା ।

Leave a Reply

Your email address will not be published. Required fields are marked *