ଭଦ୍ରକରେ ସୁଧୁରୁଛି ବନ୍ୟା ସ୍ଥିତି ।ଆଖୁଆପଦାରେ ବିପଦ ସଙ୍କେତ ତଳେ ବୈତରଣୀ । ବିପଦ ସଙ୍କେତ ୧୭.୮୩ ମି, ଜଳସ୍ତର ୧୭.୫୪ ମି | ୪ ଦିନ ଧରି ବିପଦ ସଙ୍କେତ ଉପରେ ଥିଲା ଜଳସ୍ତର । ବୈତରଣୀ, ସାଳନ୍ଦୀ ଓ ଶାଖା ନଦୀରେ ବନ୍ୟା ସ୍ଥିତି । ୪ଟି ବ୍ଲକ ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି, ଚାନ୍ଦବାଲି ବନ୍ୟା ପ୍ରଭାବିତ

Leave a Reply

Your email address will not be published. Required fields are marked *