About us

ଟାଇମ୍‌ସ ଅଫ୍‌ ଓଡିଶା ଡଟ୍‌ କମ୍‌ ହେଉଛି ଏକ ନିଉଜ୍‌ ପୋର୍ଟାଲ୍‌ ଯାହାକି ଓଡିଶାର ସାମାଜିକ, ସାସ୍କୃତିକ, ରାଜନୈତିକ ସମେତ ଅର୍ଥନୈତିକ ଜୀବନ ଜୀବିକାର ଧାରା ଉପରେ ପର୍ଯ୍ୟବେସିତ | ତଥ୍ୟ, ସୂଚନା ସମେତ ପ୍ରତିଟି ମୁହୁର୍ତ୍ତର ଖବରକୁ ତ୍ବରିତ୍‌ ବେଗରେ ଲୋକଙ୍କ ପାଖରେ ପହଞ୍ଚାଉଥିବା ସହ ସାମାଜିକ ଗଣମାଧ୍ୟମରେ ଏହାର ଦ୍ରୁତ ପ୍ରଚାର ପ୍ରସାର ହେଉଥିବାରୁ ଏହାର ଦେଖଣାହାରୀଙ୍କ ସଙ୍ଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି |

ଏଣୁ ଆପଣ ଆମସହ ଯୋଡି ହୋଇ ଆପଣଙ୍କ ଅନୁଷ୍ଠାନର ଗୁଣବତ୍ତାକୁ ସିଧାସଳଖ ଜନସାଧାରଣଙ୍କ ପାଖରେ ବିଶେଷ କରି ସହରାଞ୍ଚଳର ଶିକ୍ଷିତବର୍ଗଙ୍କ ପାଖରେ ପହଞ୍ଚାଇ ପାରିବେ ଯାହାକି ଆପଣଙ୍କ ଅନୁଷ୍ଠାନର ଅଭିବୃଦ୍ଧିର ଅନ୍ୟତମ କାରଣ ହୋଇପାରିବ |

  • ଆପଣଙ୍କ ପ୍ରତିଷ୍ଠାନ ବା ଅନୁଷ୍ଠାନ ବିଷୟରେ ସିଧାସଳଖ ଆମ ୱେବ୍‌ସାଇଟ୍‌ରେ ବିଜ୍ଞାପନ ଦେଇପାରିବେ |
  • ଆପଣଙ୍କ ପ୍ରତିଷ୍ଠାନ ବା ଅନୁଷ୍ଠାନର ସୁଚନା ପ୍ରଦାନ କରୁଥିବା ଏକ ୱେବ୍‌ସାଇଟ୍‌ ଖୋଲି ତାହାର ବିଜ୍ଞାପନ ଆମ ୱେବ୍‌ସାଇଟ୍‌ରେ ଦେଇପାରିବେ |
  • ଅନ୍‌ଲାଇନ୍‌ ମାର୍କେଟିଙ୍ଗ ଜରିଆରେ ଆପଣଙ୍କ ପ୍ରତିଷ୍ଠାନ ବା ଅନୁଷ୍ଠାନର ସେବାକୁ ଆମ ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଇପାରିବେ |

ଆଲୋଚନା ସହ ଅଧିକ ଜାଣିବା ପାଇଁ ଯୋଗାଯୋଗ କରିବାକୁ ଅନୁରୋଧ |

ବିଜ୍ଞାପନର ପ୍ରକାର ଓ ମୁଲ୍ୟ

କ୍ର.ନଂ ବିଜ୍ଞାପନର ପ୍ରକାର ମୁଲ୍ୟ ସମୟ
ମୁଖ୍ୟପୃଷ୍ଠାର ଉପର ପାର୍ଶ୍ବରେ

୭୦୦ ପିକ୍ସେଲ୍‌ x ୯୦ ପିକ୍ସେଲ୍‌ର ଛବି ସହ

ନିର୍ଦ୍ଧିଷ୍ଟ ପୃଷ୍ଠା କିମ୍ବା ନିଜସ୍ବ ୱେବ୍‌ସାଇଟ୍‌ କୁ ଲିଙ୍କ୍‌

ଟ. ୧୫,୦୦୦ ଙ୍କା

ଟ. ୨୫,୦୦୦ ଙ୍କା

୧ ମାସ

୩ ମାସ

ମୁଖ୍ୟପୃଷ୍ଠାର ଡାହାଣ ପାର୍ଶ୍ବ ବିଭାଗର ଉପରେ

୩୦୦ ପିକ୍ସେଲ୍‌ x ୨୦୦ ପିକ୍ସେଲ୍‌ର ଛବି ସହ

ନିର୍ଦ୍ଧିଷ୍ଟ ପୃଷ୍ଠା କିମ୍ବା ନିଜସ୍ବ ୱେବ୍‌ସାଇଟ୍‌ କୁ ଲିଙ୍କ୍‌

ଟ. ୧୦,୦୦୦ ଙ୍କା

ଟ. ୨୦,୦୦୦ ଙ୍କା

୧ ମାସ

୩ ମାସ

ମୁଖ୍ୟପୃଷ୍ଠାରେ ବିଭାଗର ଉପର ପାର୍ଶ୍ବରେ

୭୦୦ ପିକ୍ସେଲ୍‌ x ୧୦୦ ପିକ୍ସେଲ୍‌ର ଛବି ସହ

ନିର୍ଦ୍ଧିଷ୍ଟ ପୃଷ୍ଠା କିମ୍ବା ନିଜସ୍ବ ୱେବ୍‌ସାଇଟ୍‌ କୁ ଲିଙ୍କ୍‌

ଟ. ୮,୦୦୦ ଙ୍କା

ଟ. ୧୫,୦୦୦ ଙ୍କା

୧ ମାସ

୩ ମାସ

ୱେବ୍‌ସାଇଟ୍‌ ଡିଜାଇନ୍‌
ଷ୍ଟାଟିକ୍‌ ୱେବ୍‌ସାଇଟ୍‌ ( ବଦଳାଯାଇ ପାରୁନଥିବା ) ଟ.୫,୦୦୦ ଙ୍କା ୧ ଡୋମିନ୍‌

୧୦୦ ଏମ୍.ବି ସ୍ପେଶ୍‌

୧ ବର୍ଷ ରକ୍ଷଣାବେକ୍ଷଣ

ଡାଇନାମିକ୍‌ ୱେବ୍‌ସାଇଟ୍‌ ( ବଦଳାଯାଇ ପାରୁଥିବା ) ଟ.୧୦,୦୦୦ ଙ୍କା ୧ ଡୋମିନ୍‌

୧ ଜି.ବି ସ୍ପେଶ୍‌

୧ ବର୍ଷ ରକ୍ଷଣାବେକ୍ଷଣ

ଧନ୍ୟବାଦ ସହ

ଟାଇମ୍‌ସ ଅଫ୍‌ ଓଡିଶା

ମୋ.-୯୪୩୮୪୦୭୯୪୮

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.