ଆଜିଠୁ ରାଜ୍ୟ ବ୍ୟାପୀ ପାଳିତ ହେଉଛି କାର୍ତ୍ତିକ ପଞ୍ଚକ ବ୍ରତ, ଶ୍ରୀମନ୍ଦିରରେ ୫ ଦିନରେ ବିଭିନ୍ନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ପୁରୀରେ ଆଜି ହେବ ଶ୍ରୀଜିଉଙ୍କ ଲକ୍ଷ୍ମୀ-ନାରାୟଣ ବେଶ, ୨୩ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ । କୋଭିଡ ସଂକ୍ରମଣ ଆଶଙ୍କାରେ ଆଜି ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ

Leave a Reply

Your email address will not be published. Required fields are marked *